ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୩ ପୃଷ୍ଠା ୮-୯
  • ପାରାଦୀଶରେ ଜୀବନ କିପରି ଥିଲା?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପାରାଦୀଶରେ ଜୀବନ କିପରି ଥିଲା?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ସେମାନେ ଶୟତାନର କଥା ଶୁଣିଲେ, ଏହାର ପରିଣାମ କʼଣ ହେଲା?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ଭାଗ ୩
    ଈଶ୍ୱରଙ୍କ ବାଣୀ ଶୁଣ
  • ଆଦମ ଓ ହବା ଈଶ୍ୱରଙ୍କ କଥା ମାନିଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଈଶ୍ୱର ପ୍ରଥମ ପୁରୁଷ ଏବଂ ପ୍ରଥମ ସ୍ତ୍ରୀକୁ ସୃଷ୍ଟି କଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୩ ପୃଷ୍ଠା ୮-୯

ଭାଗ ୩

ପାରାଦୀଶରେ ଜୀବନ କିପରି ଥିଲା?

ଯିହୋବା ଆଦମ ଓ ହବାଙ୍କୁ ଅନେକ କିଛି ଦେଇଥିଲେ। ଆଦିପୁସ୍ତକ ୧:୨୮

ଯିହୋବା ହବାକୁ ଷ୍ଟି କଲା ପରେ ତାକୁ ଆଦମକୁ ଦେଲେ

ଯିହୋବା ପ୍ରଥମ ସ୍ତ୍ରୀଙ୍କୁ ସୃଷ୍ଟି କଲେ ଏବଂ ତାହାଙ୍କ ନାମ ହବା ରଖିଲେ। ତାʼ ପରେ ଈଶ୍ୱର ସେହି ସ୍ତ୍ରୀଙ୍କୁ ଆଦମକୁ ପତ୍ନୀରୂପେ ଦେଲେ।—ଆଦିପୁସ୍ତକ ୨:୨୧, ୨୨.

ଯିହୋବା ସେମାନଙ୍କୁ ସିଦ୍ଧ ମସ୍ତିଷ୍କ ଓ ସିଦ୍ଧ ଶରୀର ଦେଇ ସୃଷ୍ଟି କଲେ। ସେମାନଙ୍କଠାରେ କୌଣସି ତୃଟି ନଥିଲା।

ଆଦମ ଓ ହବା ସେମାନଙ୍କ ପାରାଦୀଶର ଘରକୁ ଦେଖୁଛନ୍ତି

ସେମାନେ ଏଦନ ଉଦ୍ୟାନରେ ରହୁଥିଲେ। ଏହି ଉଦ୍ୟାନଟି ଅତି ସୁନ୍ଦର ଥିଲା ଏବଂ ସେଥିରେ ନଦୀ, ଫଳବନ୍ତ ବୃକ୍ଷ ଓ ବିଭିନ୍ନ ଜୀବଜନ୍ତୁ ଥିଲେ।

ଯିହୋବା ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିଲେ ଏବଂ ସେମାନଙ୍କୁ ଶିକ୍ଷା ଦେଉଥିଲେ। ଯଦି ସେମାନେ ତାʼଙ୍କ କଥା ଶୁଣିଥାନ୍ତେ, ତେବେ ପାରାଦୀଶରେ ଚିରଦିନପାଇଁ ରହି ପାରିଥାନ୍ତେ।

ଯିହୋବା ଗୋଟିଏ ବୃକ୍ଷର ଫଳ ଖାଇବାକୁ ମନା କରିଥିଲେ। ଆଦିପୁସ୍ତକ ୨:୧୬, ୧୭

ଉଦ୍ୟାନରେ ସେହି କ୍ଷ, ଯାହାର ଫଳ ନ ଖାଇବା ପାଇ ଯିହୋବା ଆଦମ ଓ ହବାକୁ କହିଲେ

ଜଣେ ସ୍ୱର୍ଗଦୂତ ଯିହୋବାଙ୍କ ବିରୁଦ୍ଧରେ ଗଲେ। ସେହି ଦୁଷ୍ଟ ସ୍ୱର୍ଗଦୂତ ହେଲା ଶୟତାନ।

ଦୁଷ୍ଟ ର୍ଗଦୂତ ଶୟତାନ ହବା ସହିତ କଥା ହେବା ପାଇ ଏକ ସାପକୁ ବ୍ୟବହାର କଲା

ଯିହୋବା ଆଦମ ଓ ହବାଙ୍କୁ ଗୋଟିଏ ବୃକ୍ଷ ଦେଖାଇ କହିଲେ ଏହାର ଫଳ ଖାଇବ ନାହିଁ, ଯଦି ଖାଇବ ତେବେ ତୁମେ ନିଶ୍ଚୟ ମରିବ।

ଶୟତାନ କେବେ ଚାହୁନଥିଲେ ଯେ ଆଦମ ଓ ହବା ଯିହୋବାଙ୍କ କଥା ଶୁଣନ୍ତୁ। ତେଣୁ ଶୟତାନ ସାପ ଦ୍ୱାରା ହବାଙ୍କୁ କହିଲେ ଯଦି ସେ ସେହି ବୃକ୍ଷର ଫଳ ଖାଏ, ତେବେ କେବେ ବି ମରିବ ନାହିଁ ବରଂ ଈଶ୍ୱରଙ୍କ ତୁଲ୍ୟ ହେବ। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା।—ଆଦିପୁସ୍ତକ ୩:୧-୫.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ