ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • rq ପୃଷ୍ଠା ୨
  • ଏହି ପୁସ୍ତିକାର ବ୍ୟବହାର କିପରି କରିବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏହି ପୁସ୍ତିକାର ବ୍ୟବହାର କିପରି କରିବେ
  • ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
rq ପୃଷ୍ଠା ୨

ଏହି ପୁସ୍ତିକାର ବ୍ୟବହାର କିପରି କରିବେ

ଏହି ପୁସ୍ତିକାଟି ଏକ ବାଇବଲ ଅଧ୍ୟୟନ ପାଠ୍ୟକ୍ରମ ରୂପେ ପ୍ରସ୍ତୁତ କରାଯାଇଛି । ଏହାର ବ୍ୟବହାର କିପରି କରାଯିବ ? ଆମେ ନିମ୍ନଲିଖିତ କାର୍ଯ୍ୟକ୍ରମ ପ୍ରସ୍ତାବନା ଦେଉଛୁଁ: ପ୍ରତ୍ୟେକ ପାଠର ଆରମ୍ଭରେ ପ୍ରଶ୍ନଗୁଡ଼ିକ ଦିଆଯାଇଛି । ପ୍ରତ୍ୟେକ ପ୍ରଶ୍ନ ପରେ ଦିଆଯାଇଥିବା ଚକ୍ର ବନ୍ଧନିରେ, ଆପଣଙ୍କୁ ସେହି ଅନୁଚ୍ଛେଦଗୁଡ଼ିକର ସଂଖ୍ୟା ମିଳିବ ଯେଉଁଥିରେ ଉତ୍ତର ପାଇବେ । ପ୍ରଥମେ ସବୁ ପ୍ରଶ୍ନ ପଢ଼ି ନିଅନ୍ତୁ । ସେ ବିଷୟରେ ଭାବନ୍ତୁ । ତାପରେ ପ୍ରତ୍ୟେକ ଅନୁଚ୍ଛେଦ ପଢ଼ନ୍ତୁ ଆଉ ନିଜ ବାଇବଲରୁ ଶାସ୍ତ୍ରପଦ ଦେଖନ୍ତୁ । ଗୋଟିଏ ପାଠ ଶେଷ କଲା ପରେ ପ୍ରଶ୍ନକୁ ପୁଣି ଫେରିଆସନ୍ତୁ ଓ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ବାଇବଲରୁ ମନେପକେଇବା ପାଇଁ ଚେଷ୍ଟା କରନ୍ତୁ । ସଂପୂର୍ଣ୍ଣ ପୁସ୍ତିକା ପଢ଼ିସାରିବା ପରେ ପୁଣି ସମସ୍ତ ପ୍ରଶ୍ନର ପୁନର୍ବିଚାର କରନ୍ତୁ ।

ଯଦି ଅନ୍ୟ ପ୍ରକାରରେ ସୂଚିତ ନ ହୁଏ, ତେବେ ଏହାର ସବୁ ଉଦ୍ଧୃତି ପବିତ୍ର ବାଇବଲର ଓଡ଼ିଆ ଅନୁବାଦରୁ ଗୃହୀତ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ