ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g25 ସଂ ୧ ପୃଷ୍ଠା ୩
  • ପରିଚୟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରିଚୟ
  • ସଜାଗ ହୁଅ !—୨୦୨୫
  • ପ୍ରାୟ ସମାନ ଲେଖା
  • ଭଲ ଭବିଷ୍ୟତର ଆଶା ରଖନ୍ତୁ
    ସଜାଗ ହୁଅ !—୨୦୨୫
ସଜାଗ ହୁଅ !—୨୦୨୫
g25 ସଂ ୧ ପୃଷ୍ଠା ୩

ପରିଚୟ

ଆଜି ଦରଦାମ୍‌ ବୃଦ୍ଧି ଆକାଶ ଛୁଆଁ ହେଉଛି । କʼଣ ଏହା ଦେଖି ଆପଣଙ୍କୁ ଚିନ୍ତା ହେଉଛି ? କʼଣ ଦୁଇ ଓଳିର ଖାଦ୍ୟ ଯୋଗାଇବା ପାଇଁ ଆପଣଙ୍କୁ ଦିନରାତି କାମ କରିବାକୁ ପଡ଼ୁଛି ? କʼଣ ଆପଣ ନିଜ ପରିବାରକୁ ସମୟ ହିଁ ଦେଇପାରୁ ନାହାନ୍ତି ? ଯଦି ହଁ, ତାହେଲେ ସଜାଗ ହୁଅ ! ପତ୍ରିକାର ଏହି ସଂଖ୍ୟା ପଢ଼ନ୍ତୁ । ଏଥିରେ ଏପରି ପରାମର୍ଶ ଦିଆଯାଇଛି ଯାହାକୁ ମାନିଲେ ଆପଣ ନିଜ ପରିସ୍ଥିତିକୁ ସୁଧାରିପାରିବେ, ଆପଣଙ୍କ ଚିନ୍ତାଗୁଡ଼ିକ କମ୍‌ ହେବ ଏବଂ ଆପଣ ଅଧିକ ଖୁସି ରହିପାରିବେ । ଏହାର ଶେଷ ଲେଖାରେ ଏକ ଭଲ ଭବିଷ୍ୟତ ବିଷୟରେ କୁହାଯାଇଛି, ଯାହା ଉପରେ ଆପଣ ଭରସା କରିପାରିବେ । ଏହି ଆଶାରୁ ଆପଣଙ୍କୁ ଆଜି ବି ଉତ୍ସାହ ମିଳିପାରିବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ