ପ୍ରଶ୍ନ ୨୦
ବାଇବଲ କିପରି ପଢ଼ିଲେ ଆମେ ବେଶି ଲାଭ ପାଇପାରିବା ?
ବାଇବଲ ପଢ଼ିବା ବେଳେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବାକୁ ଚେଷ୍ଟା କରନ୍ତୁ:
ଏହି ପଦ ମୋତେ ପରମେଶ୍ୱର ଯିହୋବାଙ୍କ ବିଷୟରେ କʼଣ କହୁଛି ?
ବାଇବଲର ଏହି ଅଂଶ ଓ ବାଇବଲର ମୁଖ୍ୟ ବିଷୟ ମଧ୍ୟରେ କି ସମ୍ପର୍କ ରହିଛି ?
ମୁଁ କିପରି ମୋ ଜୀବନରେ ଏହାକୁ ଲାଗୁ କରିପାରିବି ?
ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପଦଗୁଡ଼ିକୁ କିପରି ବ୍ୟବହାର କରିପାରିବି ?
“ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ ।”
ଗୀତସଂହିତା ୧୧୯:୧୦୫